#ପୌର_ନିର୍ବାଚନ_ନେଇ_ବାଟ_ଫିଟିଲା
ବିଧାନସଭାରେ ମ୍ୟୁନିସପାଲ ଆଇନ ସଂଶୋଧନ ବିଲ ୨୦୨୧ ପାରିତ ହେବା ପରେ ବାଟ ଫିଟିଛି । ବିଲ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ ।
#assembly #municipality #election #obccaste #Odisha #ArgusNews