#ପୌର_ନିର୍ବାଚନ_ପାଇଁ_ଆଉ_ପାଦେ_ଆଗେଇଲେ_ସରକାର
#ତିନି_ମହାନଗର_ନିଗମର_ମେୟର_ପଦବୀ_ଲାଗି_ଆସିଲା_ଚିଠା_ସଂରକ୍ଷଣ_ତାଲିକା
ପଞ୍ଚାୟତ ପରେ ପରେ ପୌର ନିର୍ବାଚନ । ଆରମ୍ଭ ହୋଇଗଲାଣି ପାଗ ଭିଡା ପର୍ବ । ଏହାରି ଭିତରେ ମଙ୍ଗଳବାର ଭୁବନେଶ୍ବର,କଟକ ଓ ବ୍ରହ୍ମପୁର ଭଳି ତିନି ମହାନଗର ନିଗମର ମେୟର ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।
#bhubneshwar #urbanelections #mahanagarnigam #mayerpost #Odisha #ArgusNews