ଯୁବ ଓ ଛାତ୍ରଙ୍କୁ ଏକତ୍ରିତ କରି ଦଳର ପତିଆରା ବଢ଼ାଇବା ପାଇଁ ଯୋଜନା । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଛାତ୍ରର କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତୁତ ହେଲା ରଣନୀତି । ବୈଠକରେ କିଭଳି ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବ, ସେ ନେଇ ଯୁବ ଛାତ୍ରମାନଙ୍କୁ କାର୍ଯ୍ୟକାରିଣୀରେ ମନ୍ତ୍ର ଦିଆଯାଇଛି ।
#Bhubaneswar #BJD #municipalelections #BijuYouthStudent #Meeting #CmoOdisha #Odisha #ArgusNews