କେନ୍ଦ୍ରାପଡା ଏସପିଙ୍କ କହିବାନୁଯାୟୀ ଲୋକେ ଆଇନର ଅବମାନନା କଲେ ଯେଉଁଥିପାଇଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା । ଲୋକଙ୍କର ଗିରଫଦାରୀ ହେଲା । ଲୋକଙ୍କ ମତ ପ୍ରକଳ୍ପ ଚାଲିବ ସତ କିନ୍ତୁ ଆନ୍ଦୋଳନ ଆନ୍ଦୋଳନ ବାଟରେ ଚାଲିବ । ଶୁଣନ୍ତୁ ଏନେଇ ଆନ୍ଦୋଳନକାରୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି
#ArgusNews #Odisha #Kendrapada #KharasrotaIssue #Protest #OdishaPolice