#ପ୍ରକଳ୍ପ_ଲାଗିର୍_ସ୍ଥାନାନ୍ତର
ଗାଁ ଯାକ ପୁଲିସ୍ ଭର୍ତ୍ତି । ଭିଟାମାଟି ଛାଡବାକେ ନିଚାହେଁବାର ଗାଁ ଲୋକ। ଆଖି ଆଗରେ ଭଙ୍ଗି ଯାଉଛେ ଘର। ଜେସିବି ମୁହେଁ ଗୁଟେପରେ ଗୁଟେ ଘର ମାଟିନେ ମିସି ଯାଉଛେ...କିଏ ଜିନିସ ପତର ଧରି କରି ଘର ଖାଲି କରୁଛେତ କାହାର ଘର୍ ପୁରା ମାଟିନେ ମିସି ଯାଉଛେ । ବଲାଙ୍ଗିର ପରଧିଆପାଲି ଗାଁନେ ଦେଖିବାକେ ମିଲିଛେ ଏନ୍ତା ଛବି ।
#ArgusNews #ArgusNewsTV #Odisha #Bolangir #Lohisingha #SuketalProject