ପ୍ରକାଶ ପାଇଛି ୨୦୧୯ ପ୍ରଶାସନିକ ସେବା ରେଜଲ୍ଟ । ୧୨ ରାଙ୍କରେ ରହିଛନ୍ତି ଜଗତସିଂହପୁରର ଅମରେନ୍ଦ୍ର ସ୍ବାଇଁ ଏବଂ ୪୬ ରାଙ୍କ୍ ରହିଛନ୍ତି ବ୍ରହ୍ମପୁର ର ବ୍ୟୋମକେଶ ପ୍ରଧାନ । ସେମାନେ ନିଜର ସଫଳତାକୁ ନେଇ ବେଶ ଖୁସି ଥିବାବେଳେ ସଫଳତାର ଶ୍ରେୟ ଦେଇଛନ୍ତି ନିଜ ବାପା ମା ଏବଂ ବାଜିରାଓ IAS ଏକାଡେମୀକୁ।
#Odisha #ArgusNews #IAS #IASAcademy Vajirao IAS Academy Pvt. Ltd. #Jagatsinghpur