ଗଜପତି ମୋହନା ଥାନା ଚନ୍ଦ୍ରଗିରିରେ ରହିଛି ଖସଡ଼ା ଜଳପ୍ରପାତ। ସୂଉଚ୍ଚ ପାହାଡ଼ ପାଦଦେଶରେ କୁଳୁ କୁଳୂ ନାଦରେ ବହିଯାଉଥିବା ଏହି ଜଳରାଶିର ନାଁ ବି ଯେମିତି କାମ ବି ସେମିତି । ଅତି ଚିକ୍କଣ ପଥର ଉପରେ ନଦୀଟି ପ୍ରବାହିତ ହେଉଥିବା ଯୋଗୁଁ ଶିଉଳି ର ଗୋଡ଼ ଖସିଯାଏ। ତେଣୁ ଏହି ଜଳପ୍ରପାତର ନାମ ଖସଡ଼ା ହୋଇଯାଇଛି ।
#Gajapati #Mohana #Chandragiri #waterfall #touristplaces #slipped #Odisha #ArgusNews