#ପ୍ରକୃତି_ସାଧୁଛି_ଦାଉ
#ଜୀବିକା_ଉପରେ_ମାଡ଼
#ଅଦିନିଆ_ବର୍ଷା_ଧୋଇଦେଲା_ଫସଲ
ପଶ୍ଚିମ ଓଡ଼ିଶାରେ ଲଗାଣ ବର୍ଷା ଯନ୍ତ୍ରଣା । ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ । ଯେଉଁଠି ଦେଖ ବୁଡି ରହିଛି ଫସଲ । କ୍ଷେତରେ ଲହଡି ଭାଙ୍ଗୁଛି ପାଣି । ଏପଟେ ମଣ୍ଡିରେ ଭିଜୁଛି ଧାନ । ଏ ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲାର । କ୍ଷେତରେ ଶୋଇ ରହିଛି ଧାନ । ବର୍ଷା ଯୋଗୁଁ ଜମି ରହିଛି ପାଣି । ଆଖି ଆଗରେ ଏକର ଏକର ସୁନାର ଫସଲ ନଷ୍ଟ ।
#Jharsuguda #westernOdisha #heavyrain #farmersissue #mandiissue #OdishaCM #Odisha #ArgusNews