#ଶେଷରେ_ଗିରଫ_ହେଲେ_OPHWCର_ଡେପୁଟି_ମ୍ୟାନେଜର_ପ୍ରତାପ_ସାମଲ।
#ଆୟଠାରୁ_୧୦୮୭_ଗୁଣା_ଅଧିକ_ସଂପତ୍ତି_ଠାବ_କହିଲା_ଭିଜିଲାନ୍ସ
ପ୍ରତାପ ସାମଲଙ୍କଠାରୁ ୨୫ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା ହେବ। ଏହାବାଦ ଗୋଠପାଟଣାସ୍ଥିତ ପ୍ରତାପଙ୍କ ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ରହିଛି।
#PratapSamal #Odisha #ArgusNews #VigilanceRaid #Corruption #CorruptedOfficer