#ପ୍ରକୃତିର_କୋଳରେ_ଗାଁ_ପାଦେ_ପାଦେ_ବିପଦ
#ପ୍ରତିଦିନ_ବାଜିରେ_ଲାଗେ_ଜୀବନ
ଦୁର୍ଗମ ଓଡ଼ିଶାର ଏପରି ଗାଁ ଯେଉଁଠି ପଡିନି ବିକାଶର ପଦଚିହ୍ନ। ଗାଁକୁ ଯିବାକୁ ହେଲେ ପାର କରିବାକୁ ପଡେ ଭରାନଦୀ। ନଦୀର ଏଭଳି ସ୍ରୋତ ଯେ ଆପଣଙ୍କୁ ବି ଯିବାକୁ ଭୟ ଲାଗିବ।
#Mayurbhanj #Karanjia #Tomakshilavillage #Underdevelopment #crossingriver #dangerouscondition #BindusarDas #Odisha #ArgusNews