ଆମେ ବି କାହାଠାରୁ କମ ନୋହୁଁ । ଶ୍ରୀକ୍ଷେତ୍ରରେ ଆୟୋଜିତ ରାମ୍ପ ସୋ ରେ ଯୋଗଦେଇ ଏଭଳି କିଛି ବାର୍ତ୍ତା ଦେଇଛନ୍ତି ଦିବ୍ୟାଙ୍ଗ ପ୍ରତିଯୋଗୀ । ହାତରେ ଆଶାବାଡ଼ି ଆଉ ଶରୀରରେ ସମ୍ବଲପୁରୀ ଶାଢ଼ୀ ପରିହିତା ମଡେଲ ରା଼ମ୍ପକୁ ଆସିବା ମାତ୍ରେ ଦର୍ଶକ ମାନେ କରତାଳି ଦେଇ ଉତ୍ସାହିତ କରିଥିବା ବେଳେ ବିଚାରକ ମାନେ ଠିଆ ହୋଇ ସମ୍ମାନ ଜଣାଇବା ଦୃଶ୍ୟ ଏକ ଆବେଗିକ ପରିବେଶ ସୃଷ୍ଟି କରିଛି
#puri #GoodNews #handicappedmodel #moderampshow #ArgusNews