ପୋଲିସ ଓ ସେନାରେ ଚାକିରୀ ପାଇଁ ଆଗ୍ରହୀ କି ? ଏଥିପାଇଁ ତାଲିମ ମାଗଣାରେ ମିଳୁ ବୋଲି ଚାହୁଁଛନ୍ତି କି? ତେବେ କଟକ ଜଗତପୁର ଆସନ୍ତୁ ଆଉ ସିଧା ନିମପୁର ଷ୍ଟାଡିୟମ ଭିତରେ ପ୍ରବେଶ କରି ରାକେଶ ଓ ବିକାଶ ସାରଙ୍କୁ ଭେଟନ୍ତୁ । ବିଗତ ୬ ବର୍ଷ ଧରି ସେମାନଙ୍କ ଉଦ୍ୟମରେ ଏଠାରେ ଚାଲିଛି ମାଗଣା ତାଲିମ । ପ୍ରତିଟି ସକାଳରେ ଷ୍ଟାଡିୟମ ପରିସର ସେନା ଶିବିରର ସୃଷ୍ଟି କରୁଛି ଭ୍ରମ ।
#ArgusNews #ArgusNewsTV #Odisha #training #defence_free_training
#Cuttack #GoodNews #NipurSportsClub