#ପ୍ରତିଶ୍ରୁତି_ଦେଇ_ଠକିଦେଲେ_ରାଜ୍ୟ_ସରକାର
ରାଜ୍ୟ ମାନବ ଅଧିକାର କମିଶନଙ୍କ ନିର୍ଦ୍ଦେଶକୁ ମାନିଲେ ନାହିଁ ରାଜ୍ୟ ସରକାର । ଏକ୍ସପାଇରି ଔଷଧ ଖାଇ ପ୍ରାଣ ହରାଇ ଥିବା ସଫେଇ କର୍ମଚାରୀଙ୍କ ଝିଅଙ୍କ ପରିବାରକୁ ଦେଲେ ନାହିଁ କ୍ଷତିପୂରଣ । ଏ ଅଫିସରୁ ସେ ଅଫିସକୁ ଧାଇଁ ଧାଇଁ ନୟାନ୍ତ ରାଜେନ୍ଦ୍ର ନାୟକ ।
#cuttack #expiredmedicine #OHRC #father #office #CMOOdisha #Odisha #ArgusNews