ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ। କଟକ ସହରରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ। ସିଏମସି ପକ୍ଷରୁ ସ୍ବତନ୍ତ୍ର ଏସ୍ଓପି ଜାରି କରାଯିବା ପରେ କଟକଣା ଭିତରେ ଖୋଲିଛି ମନ୍ଦିର, ମସ୍ଜିଦ, ଚର୍ଚ୍ଚ ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ। ଦୀର୍ଘ 3 ମାସ ପରେ ମା' କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ଭକ୍ତ।
#ArgusNews #Odisha #Cuttack #ReligiousPlaceReopens