ଚଳିତବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ନିମନ୍ତେ ଆଜି ପ୍ରଥମ ପର୍ଯ୍ୟୟ ରଥକାଠ ପୁରୀ ରଥଖଳାରେ ପହଞ୍ଚିଛି । ପୂର୍ବାହ୍ନରେ ନୟାଗଡ ବନାଚଂଳରୁ ପୁରୀ ଅଭିମୁଖେ ବାହାରିଥିଲା ରଥକାଠ ବୋଝେଇ ଟ୍ରକ ।
#Puri #firstphase #Nayagarh #rathayatra #rathakatha #Odisha #ArgusNews