#ପ୍ରଦୂଷଣ_ବଢାଉଛେ_ରାଇସ_ମିଲ୍
#କେନାଲନେ_ମିଶୁଛେ_ମଇଳା_ପାଏନ୍
ସୁବର୍ଣ୍ଣପୁର ଜିଲ୍ଲାନେ ବଢି ଚାଲିଛେ ପ୍ରଦୂଷଣ । ରାଇସ ମିଲ୍ ମାଲିକମାନେ ଖୁଲାଖୁଲି ପ୍ରଦୂଷଣ ନିୟମକେ ଭାଙ୍ଗୁଥିବାର୍ ବେଲକେ ସେନ ରହୁଥିବାର୍ ଲୋକମାନେ କେତନି କେତେ ଅସୁବିଧା ଭୁଗୁଛନ୍ ।
#Subarnapur #ricemill #waterpollution #Odisha #ArgusNews