ଗୋଟିଏ ସ୍କୁଲରେ ଦୁଇଜଣ ପ୍ରଧାନଶିକ୍ଷକ। ଯାଜପୁର ଧର୍ମଶାଳା ବ୍ଲକ ବାଲିଗରୀ ugme ସ୍କୁଲରେ ଦୁଇଜଣ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି I ଉଦୟନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ମିଳିଥିବା ବେଳେ ବୀଣାପାଣି ବେହେରାଙ୍କ ମଧ୍ୟ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ମିଳିଛି
#jajpur #baligariugmeschool #headmaster #Dharmasala #ArgusNews