ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଖୁସି ବାଲେଶ୍ୱରବାସୀ।
ବାତ୍ୟାର କ୍ଷୟକ୍ଷତି ବାବଦରେ କେନ୍ଦ୍ରରୁ ମିଳିଥିବା ସହାୟତାକୁ ନେଇ ଆଶାବାଦୀ ଥିବା ବେଳେ ଅନ୍ୟପକ୍ଷେ ସହାୟତା ସଠିକ ଭାବେ ସେମାନଙ୍କ ପାଖରେ ମିଳି ପାରିବକି ନାହିଁ ସନ୍ଦେହ ପ୍ରକାଶ କରିଛନ୍ତି ନଗ୍ରମ ବାସିନ୍ଦା।
#ArgusNews #Odisha #Balasore #Cyclone #Yaas Narendra Modi