ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ଉଲ୍ଲଂଘନ ପାଇଁ ପଞ୍ଜାବ ସରକାର ଦାୟୀ । ଏହି ଘଟଣା ପ୍ରମାଣ କରେ ଯେ ରାଜ୍ୟରେ କୌଣସି ଆଇନ ବ୍ୟବସ୍ଥା ନାହିଁ । କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ : କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର
Narendra Modi #security #PunjabGovernment Narendra Singh Tomar #Congress #PM #ArgusNews