#ସଫଳତ_ଦିଗରେ_ପ୍ରଧାନମନ୍ତ୍ରୀଙ୍କ_ମିଶନ_ପୂର୍ବଦୋୟ
#ଶିକ୍ଷା_ସ୍ବାସ୍ଥ୍ୟ_କୃଷି_ପକ୍କାଘର_ଠୁ_ନେଇ_ରେଳ_ବିକାଶ_କ୍ଷେତ୍ରରେ_ମିଳିବ_ପ୍ରଚୁର_ଅର୍ଥ
ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ 2022-23 ଓଡିଶାର ବିକାଶ ପଥରେ ସଂଜିବନୀ ସାଜିଛି । 39 ଲକ୍ଷ 45 ହଜାର କୋଟିର କେନ୍ଦ୍ରୀୟ ବଜେଟରେ ବେଶ୍ ଭଲ ଅଂଶଧନ ସହ ଅଧିକ ଲାଭାନ୍ବିତ ହେବାକୁ ଯାଇଛି ରାଜ୍ୟ । ବିଭିନ୍ନ ଯୋଜନାରେ ମିଳିବାକୁ ଥିବା ଅର୍ଥରାଶୀ ବାଦ୍ କେନ୍ଦ୍ରୀୟ ଟିକସ ଓ ରାଜ୍ୟ ଅଂଶଧନ ବାବଦକୁ ପ୍ରାୟ 37 ହଜାର କୋଟି ପାଇବ ଓଡିଶା ।
#PM #PMmodi #Missionpurbadaya #sitaraman #budget #Budget2022-23 #developmentodisha #centralbudget #national #Odisha #ArgusNews