ଭୁଲିଗଲେ ଗରିବ ଲୋକଙ୍କୁ । ଖାଇ ଗଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆର୍ଥିକ ରାଶି । ନିର୍ବାଚନ ଆସିଲେ ନେତାଙ୍କ ପ୍ରତିଶୃତି । ଏବେ କୁଆଡେ ଗଲେ ସତ୍ୟବାଦୀ ବିଧାୟକ । ପଲିଥିନ ତଳେ ପାଣି ଘେରରେ ବିତୁଛି ଜୀବନ ।
#Puri #Satyabadi #awasscam #Helpless #Corruption #poor #amarsatpathy #Odisha #ArgusNews