#ରାଜ୍ୟ_ବିଜେପି_ସଭାପତିଙ୍କ_ପରାମର୍ଶ ।
ଯୋଗ୍ୟ ହିତାଧିକାରୀ ଚୟନଠାରୁ ଗୃହ ନିର୍ମାଣ ପର୍ଯ୍ୟନ୍ତ ତଦାରଖ ତଥା ସ୍ବଚ୍ଛତା ପାଇଁ ନୂଆ ଫର୍ମୁଲା ରଖିଛନ୍ତି ସମୀର ମହାନ୍ତି । ଗାଁ ମୁରବୀ, ସାହି ମୁଖିଆ, ଯୁବକ ଓ ମହିଳା ସଂଘର କର୍ମକର୍ତ୍ତାଙ୍କୁ ନେଇ ପଞ୍ଚାୟତସ୍ତରରେ ‘ଜନ ନିରୀକ୍ଷଣ କମିଟି’ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି
#ArgusNews #Odisha #ArgusNewsTV #BJP #samermohanty #PMAY