#ଅସଲି_ନାଁନେ_ନକଲି_ଉଠଉଛେ_ଫାଇଦା
#ବୀମା_ଚଞ୍ଚକତା_ପଛେ_ରାକେଟ୍
ବଲାଙ୍ଗିର୍ ଜିଲ୍ଲା ବେଲପଡା ବ୍ଲକ୍ ନେ ମାତିଛନ୍ ବୀମା ଲୁଟେରା । ଅନ୍ୟ ଜନକର୍ ନାଁନେ ବୀମା କରିକିନା ଯୋଜନାର ଫାଇଦା ଉଠାଉଛନ୍ ଅନ୍ୟମାନେ । ଜନେ କି ଦୁଇ ଜନ୍ ନାଇସେ ବହୁତ ଲୋକର୍ ନାଁନେ ହେଇଛେ ଏନ୍ତା ଇନ୍ସ୍ୟୁରାନ୍ସ ।
#ArgusNews #ArgusNewsTV #Odisha #Balangir #insurance #agriculture #scam