ବ୍ରହ୍ମପୁର ଷ୍ଟେସନର ଏହି ଦୃଶ୍ୟକୁ ଦେଖନ୍ତୁ...ଷ୍ଟେସନରେ ଖଚାଖଚ ଭିଡ । ପାଦ ରଖିବାକୁ ବି ଜାଗା ଟିଏକ ନାହିଁ । ବାହାର ରାଜ୍ୟକୁ କାମ କରିବାକୁ ଯିବା ପାଇଁ ଏମାନେ ସମସ୍ତେ ଟ୍ରେନକୁ ଅପେକ୍ଷା କରିଛନ୍ତି । ଯିଏ ଯେମିତି କରି ପୁଣି ଥରେ ବାହାର ରାଜ୍ୟକୁ ଚାଲିଯିବା ପାଇଁ ବ୍ୟସ୍ତ । ପ୍ରବାସୀଙ୍କୁ ସରକାର କାମ ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ପ୍ରତାରଣା କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏପରି ଚିତ୍ର ।
#ArgusNews #ArgusNewsTV #Odisha #Brahmapur #migrants