#ରଥଯାତ୍ରା_2021_କୁଇଜର_ଗୋଲ୍ଡ_କଏନ୍_ବିଜେତା
କଟକର ପ୍ରଭାତ କୁମାର ହେଲେ ଭୁୟାଁ ସ୍ୱର୍ଣ୍ଣ ମୁଦ୍ରା ବିଜେତା । ରଥଯାତ୍ରା 2021 କୁଇଜରରେ ପଚରାଯାଇଥିବା ପ୍ରଶ୍ନର ସଠିକ ଉତ୍ତର ଦେଇ ଜିତିଲେ ସ୍ୱର୍ଣ୍ଣ ମୁଦ୍ରା । ଖିମଜୀ ଜୁଏଲାରୀ ଓ ଅର୍ଗସର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା ଏହି କୁଇଜ୍ ପ୍ରତିଯୋଗିତା ।
#KhimjiJewellers #ArgusNews #Odisha #ArguNewsTV #GajendraBehera #goldcoin #winner