#ପ୍ରଭାବଶାଳୀ_ବ୍ୟକ୍ତିଙ୍କ_କବଜାରେ_ସରକାରୀ_ଜମି
ସରକାରୀ ଜମିରେ ବେଆଇନ ଭାବେ କୋଠା ନିର୍ମାଣ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ କେଇମିଟର ଦୂରରେ ବେଆଇନ ଭାବେ ବହୁତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ ହୋଇଥିଲେ ବି ପ୍ରଶାସନ ଚୁପ । ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ବେଆଇନ ଭାବେ ମାଡିବସିଥିବା ବେଳେ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା ।
#Mayurbhanj #baripada #collectoroffice #Building #OdishaCM #Odisha #ArgusNews