#ବିବାଦରେ_ବିଜେଡି_ମୁଖ୍ୟ_ସଚେତକଙ୍କ_ବୟାନ ।
ପ୍ରମିଳା ମଲ୍ଲିକଙ୍କ ପାଇଁ ସାଧାରଣ ଜନତାଙ୍କ କଥା ହେଉଛି ଛୋଟିଆ କଥା । ପ୍ରମିଳାଙ୍କ ପ୍ରତିକ୍ରିୟା ପରେ ପ୍ରଶ୍ନ ପଚାରିଛି ପୀଡ଼ିତଙ୍କ ପରିବାର । ପରୀଙ୍କ ମାଆଙ୍କଠୁ ଆରମ୍ଭ କରି, ମୃତ ସତ୍ୟବ୍ରତଙ୍କ ପତ୍ନୀ ପ୍ରମିଳାଙ୍କୁ ପ୍ରଶ୍ନ କରିଛନ୍ତି...ଆପଣଙ୍କ ପାଇଁ ଛୋଟିଆ ଘଟଣା ଆମ ପାଇଁ ନୁହେଁ I
#pramilamallik #Odisha #ArgusNews #BJD