ଚଳିତ ବର୍ଷ କରୋନା କଟକଣାରେ ପାଳିତ ହେବ 75ତମ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଉତ୍ସବ । ଆଜି ଫୁଲ ଡ୍ରେସ ରିହଲସଲ କରାଯାଇଥିବା ବେଳେ ପୋଲିସ ଡ଼ିଜି ପୁରା ସ୍ଥିତି ର ସମୀକ୍ଷା କରିଛନ୍ତି
#ArgusNews #Odisha #BBSR #independenceday #paradefullrehearsal