ଜରାଜୀର୍ଣ୍ଣ ଅବସ୍ଥାରେ ଗୋପବନ୍ଧୁ ଭବନ । ୩ ଦଶନ୍ଧି ହେବ ଏହା ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏଠାରେ ପାଠାଗାର ନିର୍ମାଣ ହେଲା । ମାତ୍ର କିଛି ଦିନ ପରେ ବନ୍ଦ ହୋଇଗଲା । ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି
#Mayurbhanja #GopabandhuBhawan #norepairs #ArgusNews #OdsihaGovt