#ଅଚାନକ୍_ଚଢାଉ_କଲା_ପ୍ରଶାସନ
#ସାବାଡ୍_ହେଲେ_ଅମାନିଆ
ବାଲେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କଲେଜରେ ଚଢାଉ କଲା ପ୍ରଶାସନ । ୭୦ରୁ ଅଧିକ ପିଲାଙ୍କ ଉପସ୍ଥିତିରେ ଚାଲିଥିଲା ପ୍ରାକ୍ଟିକାଲ୍ ପରୀକ୍ଷା । ସେପଟେ ଅଫଲାଇନରେ ମଦ ବିକ୍ରିବେଳେ ରାଜଧାନୀର ଏକ ମଦ ଦୋକାନରେ ଚଢାଉ କରିଥିଲା ବିଏମସି ।
#ArgusNews #Odisha #ArguNewsTV #covid #rulebreaker #ruleviolation #administrationraid #PanademicRuleViolation