ପୁଣି ଏକାଠି ହେଲେ ସାରଥୀ ଭକ୍ତ । ଆଦିବାସୀ ଅଧ୍ୟୁସିତ ମାଲକାନଗିରି ଜିଲ୍ଲାରେ ସାରଥୀ ବାବାଙ୍କ ସତସଙ୍ଗ । ଯୋଗ ଦେଲେ ହଜାର ହଜାର ସାରଥୀ ଭକ୍ତ । ଆଦିବାସୀ ନୃତ୍ୟ ସହ କମ୍ପିଲା ଗାଁ ଦାଣ୍ଡ । ସାରଥୀ ବାବାଙ୍କ ଫଟୋ ରଖି ଫୁଲରେ ସଜ୍ଜାଇ ଦୀପ, ଧୂପ, ଦେଇ ପୂଜାର୍ଚ୍ଚନା କଲେ ଲୋକେ ।
#Kendrapara #Malkangiri #SarathiBaba #God #Odisha #ArgusNews