#ପ୍ରସନ୍ନ_କହିଲେ_ପଲିସି_ଠିକ_ଅଛି
କାର୍ଯ୍ୟକ୍ଷମ ସ୍ତରରେ ତ୍ରୁଟି ରହୁଛି
ଏବେ ପ୍ରଶ୍ନ ପଲିସିର କାର୍ଯ୍ୟକାରୀତା କାହାର ଦାୟୀତ୍ବ ? ଗୋଟିଏ ପଟେ ରାଜ୍ୟର ବିଭିନ୍ନ ମଣ୍ଡିରୁ ଧାନ ନଉଠିବାକୁ ନେଇ ଅସନ୍ତୋଷ ଥମୁ ନଥିବା ବେଳେ ପୁଣି ଆରମ୍ଭ ହୋଇଛି ରାଜନୈତିକ ବିବାଦ ।
#ArguNews #BJD #Farmer #mandi CMO Odisha