ଅନ୍ଧବିଶ୍ଵାସର ପ୍ରଚାର, ଲୋକଙ୍କୁ ଭୁଆଁ ବୁଲାଇ ଧର୍ମାନ୍ତରିକରଣ, ଏଡ୍ସ କ୍ୟାନସର ଭଳି ରୋଗ ଭଲ କରିଦେବେ ବୋଲି କହି କୋଟି କୋଟି ଟଙ୍କା ଠକୁ ଥିବା ଭଣ୍ଡ ପାଦ୍ରୀ ବଜିନ୍ଦର ସିଂହ ଓ ତାଙ୍କ ପ୍ରଚାରକ ବଲିଉଡ ଷ୍ଟାର ରାଖୀ ସାୱନ୍ତଙ୍କ ସୋ'କୁ ଖୁଲମ ଖୁଲା ଛୁଟ ଦେଇଛି ବଲାଙ୍ଗୀର ପୋଲିସ ଓ ପ୍ରଶାସନ ।
#BajinderSingh #Superstition #Balangir #conversion #alleged #OdishaNews #ArgusNews