#ପ୍ରହତ୍ସନ_ପାଲଟିଛି_ବିଜୁ_ସ୍ବାସ୍ଥ୍ୟ_କଲ୍ୟାଣ_କାର୍ଡ
ଘରୋଇ ମେଡିକାଲ ଯାଇ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରୋଗୀ। ନିରାଶ ହୋଇ ଛତିଶଗଡମୁହାଁ ଓଡିଶାର କର୍କଟ ରୋଗୀ। ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ କୁଚାଡେଗାର ଗାଁରୁ ଆସିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବାସ୍ତବ ଚିତ୍ର।
#BijuHealthWelfareCard #healthcare #Chhattisgarh #Patients #Sundargarh #Odisha #ArgusNews