ଫେଲ୍ ମାରିଚି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ । ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ପ୍ରଶାସନ । ପାଣି ଟିକିଏ ପାଇଁ ହିନସ୍ଥା ହେଉଛନ୍ତି ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ବାଙ୍କତୀରା ବାସୀ ।
#water #Waterissue #Drinkingwater #Puredrinkingwater #Failedadministration #Bhadrak #Bhandaripokhari #kadabaranga #kadabaranga #ArgusNews