#ପ୍ରହସନ_ପାଲଟିଛି_ବିଜୁ_ସ୍ବାସ୍ଥ୍ୟ_କାର୍ଡ
#ମାଗଣା_ଚିକିତ୍ସା_କେବଳ_ଭାଷଣବାଜି
କାର୍ଡ କୌଣସି କାମକୁ ଆସିବନି ବୋଲି ସିଧା ସିଧା ମନା କଲେ ବିଜୁ ସ୍ବାସ୍ଥ୍ୟ କାର୍ଡ ସଂଯୋଜକ । କାର୍ଡ ଥାଇ ବି ବାଧ୍ୟ ହୋଇ ଘରୋଇ ହସ୍ପିଟାଲରେ ୨ ଲକ୍ଷ ଟଙ୍କା ଗଣିଲେ ରୋଗୀ । ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ହେମଗିରି ବ୍ଲକ ଗର୍ଜନଜୋର ଗ୍ରାମରୁ ।
#BijuHealthCard #Freetreatment #Coordinator #denied #Sundargarh #Odisha #ArgusNews