ପ୍ରହସନ ପାଲଟିଛି ବିଜୁ ସ୍ବାସ୍ଥ୍ୟ କାର୍ଡ । କାର୍ଡ ଥାଇବି ଚିକିତ୍ସାର ସୁବିଧା ପାଉ ନାହାନ୍ତି ହିତାଧିକାରୀ । ଚିକିତ୍ସା ଅପେକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ହତିଆ ଗ୍ରାମର କ୍ୟାନ୍ସର ପିଡିତା ।
#Kendrapara #BijuHealthCard #cancerPatient #Tretment #NeedHelp #Helpless #ArgusNews