#ଦିବ୍ୟାଙ୍ଗଙ୍କ_ପାଖରେବି_ଅପହଞ୍ଚ_ଯୋଜନା
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅଧୀନ ଦେଓଗାଁର ଦିବ୍ୟାଙ୍ଗ ବିଳାସିନୀ ନାୟକ । ୭୦ବର୍ଷିଆ ବିଳାସିନୀଙ୍କ ଦୁଇ ଗୋଡ଼ ଠିକ ଭାବରେ କାମ କରୁନି । ଫଳରେ ସେ ଠିକଭାବେ ଚାଲି ବୁଲି ପାରନ୍ତିନି l ମାତ୍ର ଏଯାଏଁ ତାଙ୍କ ପାଖରେ ପହଞ୍ଚି ପାରିନି ସରକାରୀ ଯୋଜନା। ରାସନକାର୍ଡ,ଆବାସ ପରି ସବୁ ଯୋଜନା ତାଙ୍କ ପାଖରେ ଅପହଞ୍ଚ।
#Kendrapara #Rajkanika #Divyang #GovtYojanafailed #corruption #ArgusNews