ଛଣଘର ଗ୍ରାମର ୬ନମ୍ବର ଓ୍ବାର୍ଡର ପୂର୍ବଥରର ସରପଞ୍ଚ ପ୍ରାର୍ଥୀ ବିରଞ୍ଚି ବେହେରା ଓ ଗୀତାଞଳୀ ନାୟକ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ଆସିଥିଲେ ମାତ୍ର ସେମାନଙ୍କର ନାମ ଭୋଟର ଲିଷ୍ଟ ନଥିବା କାରଣରୁ ନିରାଶ ହୋଇ ଫେରିଥିଲେ
#Khordha #Chhanaghara #panchayatelection #Voterlist #ArgusNews