ବାଲେଶ୍ୱର ଚାନ୍ଦିପୁର ଠାରେ ଥିବା ପି ଏକ୍ସ ଇ ବା ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା ପ୍ରତିଷ୍ଠାନର 127ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପିଏକ୍ସଇ ନିର୍ଦ୍ଧେଶକ ଶ୍ରୀ ଡି . କେ ଯୋଶୀ ପତାକା ଉତ୍ତଳନ କରି ତ୍ରିରଙ୍ଗା ବେଲୁନ ଉଡାଇ ଏହି ଉତ୍ସବକୁ ଉଦଘାଟନ କରିଥିଲେ।
#Balasore #DRDO #PXERISINGDAY #Odisha #ArgusNews