ରଥଯାତ୍ରା ପୂର୍ବରୁ ଘରକୁ ଜଗନ୍ନାଥମୟ କରିଛନ୍ତି ପ୍ରିୟଙ୍କା ସାହାଣୀ । ପତ୍ର ,ଫୁଲ ,ଫଳ, ଟୋପି ,ଫ୍ୟାନ,ଆଉ ଖଡ଼ିରେ ଶୋଭାପାଉଛି ବଡ଼ଠାକୁରଙ୍କ ରଙ୍ଗବେରଙ୍ଗର ଚିତ୍ର । ୧୦୮ ପ୍ରକାର ବିଭିନ୍ନ ଦ୍ରବ୍ୟରେ ଜଗନ୍ନାଥଙ୍କୁ ସଜାଇବାର ଦାୟିତ୍ୱ ନେଇଛନ୍ତି ସଫ୍ଟୱେର ଇଂଜିନିୟର ପ୍ରିୟଙ୍କା
#ArgusNews #Odisha #GoodNews #JagannathDham #artist