ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହ ମାମଲା ଏବେ ଥାନାରେ ପହଞ୍ଚିଛି। ବିଜୟ ଶଙ୍କର ବିବାହ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ବିଧାୟକଙ୍କ ପ୍ରେମିକା ସୋମାଲିକା ।
#cheated #MLA #bjd #loveaffair #allegations #Jagatsinghpur #Odisha #ArgusNews