#ପ୍ରେମୀ_ଯୁଗଳ_ଆତ୍ମହତ୍ୟା_ଘଟଣା_ନେଲା_ନୂଆ_ମୋଡ
ଯାଜପୁର ଜିଲ୍ଲା ମଂଗଳପୁର ଥାନା ଗଣପତି ପାଟଣା ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ଭିନ୍ନ ମୋଡ ନେଇଛି । ଏହି ଆତ୍ମହତ୍ୟା ପଛରେ ତୃତୀୟ ବ୍ୟକ୍ତିଙ୍କ ହାତ ରହିବା ଘଟଣା ସାମ୍ନାକୁ ଆସିଛି । ତ୍ରିକୋଣୀୟ ପ୍ରେମକାହାଣୀକୁ ନେଇ ଏଭଳି ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରେମିକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
#Jajpur #Mangalpur #policestation #couple #boyfriend #LoveTriangle #Odisha #ArgusNews