ଏମିତି କାହାଣୀ ଯେଉଁଠି ପ୍ରେମ ଅଛି, ସେକ୍ସ ଅଛି ଆଉ ପ୍ରତାରଣା ବି ଅଛି । ଜଣେ ଯୁବକଙ୍କୁ ଭରସା କରିଛନ୍ତି ଯୁବତୀ । କିନ୍ତୁ ଭରସା ଓ ବିଶ୍ବାସର ପ୍ରତିବଦଳରେ ତାଙ୍କୁ ଯଦି କିଛି ମିଳିଛି ତା ହେଉଛି ଧୋକ୍କା । ଭୁବନେଶ୍ବର ସାଲିଆ ସାହିରୁ ଆରମ୍ଭ ହୋଇଥିବା ଏହି କାହାଣୀ ଏବେ ପହଂଚିଛି ନୟାପଲ୍ଲୀ ଥାନାରେ ।
#ArgusNews #Odisha #Bhubaneswar #lovesexdhoka