ପ୍ରେମ ପ୍ରତାରଣାର ଛାତିଥରା କାହାଣୀ । କିଛି ବର୍ଷର ପ୍ରେମ ପରେ ନିଜ ପ୍ରେମକୁ ସାରା ଜୀବନ ଜୀବନ୍ତ ରଖିବାକୁ ବାହାହେବାକୁ କହିବାରୁ ସ୍ପିରିଟ ପକାଇ ଯୁବତୀ ଙ୍କୁ ଜାଳିଦେଲା ସୈତାନ ପ୍ରେମିକ । ପ୍ରେମିକା ସେମିତି ଜଳୁଥାଏ ପ୍ରେମିକ ତାଲା ପକାଇ ଫେରାର ।
#ArgusNews #ArgusNewsTV #odisha #Ganjam #spirit #suvasmita