ମାହାଙ୍ଗା ଡବଲ ମର୍ଡର ଘଟଣାର ଚାର୍ଜସିଟରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ କାଟିବା ମାମଲାରେ ସାଲେପୁର ଜେଏମଏଫସି କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ମୃତ କୁଳମଣୀ ବରାଳଙ୍କ ପୁଅ ରମାକାନ୍ତ ବରାଳ। ଚାର୍ଜସିଟରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ କାଟିବା ବିରୋଧରେ ସେ ପ୍ରୋଟେଷ୍ଟ ପିଟିସନ ଦାଖଲ କରିଛନ୍ତି
#ArgusNews #Odisha #Mahanga #Doublemurder #Cuttack