ଭୋ ଭୋ କାନ୍ଦିଲେ ରାଣୀପଣ୍ଡା ଲୁହ-ସିଙ୍ଗାଣି ଏକାଠି କରି ଫ୍ୟାନ୍ସଙ୍କ ପାଖରେ ସକେଇ ହେଲେ। ସେଦିନ ରାତିର ସତ ବଖାଣିଲେ। ଭୋଜି ଖାଇ ଫେରିଲା ବେଳେ ତାଙ୍କ ଗାଡିରେ ଆଖି ତାଙ୍କର ଲାଗି ଯାଇଥିଲା ସତ। ହେଲେ ଏହାର ମାନେ ଏହା ନୁହେଁ, ଯେ ସେହି ଦୁର୍ଘଟଣା ପାଇଁ ଦାୟୀ। ଯେଉଁଲୋକେ କହୁଛନ୍ତି ରାଣୀ ପଣ୍ଡା ରୋଲ୍ କରୁଛି, ସେଇ ଲୋକମାନଙ୍କ ପାଇଁ ସେ ଲାଇଭ୍ ଆସିଛନ୍ତି ବୋଲି କହିଛନ୍ତି ଖୋଦ୍ ରାଣୀପଣ୍ଡା।
#ranipanda #accident #jatraactor #Odisha #ArgusNews