ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଦୁଇ ଯୁବକଙ୍କ ଉନ୍ମତ କାଣ୍ଡ। ମେଡିକାଲ ପରିସରରେ ଥିବା ସିକ୍ୟୁରୀଟି ଗାର୍ଡଙ୍କୁ ପ୍ରବଳ ମାଡ଼ ମାରିବା ସହ ୩ଜଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି ।
#Balasore #fakirmohanmedicalcollege #Attack #securityguard #Odisha #ArgusNews