ବାରବାଟୀ ଟି-20 ମ୍ୟାଚକୁ ଆଉ ହାତରେ ମାତ୍ର ଦିନ କେଇଟା ରହିଛି ସେଥିପାଇଁ ପିଚ ଠାରୁ ଆରମ୍ଭ କରି ଗ୍ୟାଲେରୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିର୍ଘ ଅଢେଇ ବର୍ଷ ପରେ ନିଜର ପସନ୍ଦର ଖୋଳାଳିମାନଙ୍କୁ ବାରବାଟୀରେ ଖେଳିବାର ଦୃଶ୍ୟକୁ ଉପଭୋଗ କରିବା ପାଇଁ ଉତ୍ସହର ସହ ଅପେକ୍ଷା କରିଛନ୍ତି ଦର୍ଶକ ।
#Aoudiance #T_20 #cricket #matech #cricketmatech #Pitchpreparation #Gallery #BarabatiStadium #Cuttack #ArgusNews #Odisha