ପିପିଲି ନାଲିଅଣାବାସୀ ହୋଇଛନ୍ତି ପ୍ରତାରିତ। 2ବର୍ଷ ତଳେ ଏଇ ମେ ମାସରେ ଫନି ସବୁ ଛାରଖାର କରିଦେଲା । 24 ମାସ ପରେ ବି ସମାନ ଚିତ୍ର । ମୁଣ୍ଡ ଉପରେ ନାହିଁ ପକ୍କାଘର। ଏମିତି ଚାଲିଛି ତେଲ ଲୁଣର ସଂସାର। ୟଶ୍ ଏବେ ପୁଣି ନିଦ ହଜାଇ ଦେଇଛି
#ArgusNews #Odisha #NewsChannel #SatelliteChannel #ArgusTV #Puri #Cyclone_Yaas #Pakka_Ghara